or_tn/luk/08/43.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# there was a woman
ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: [[rc://*/ta/man/translate/writing-participants]])
# with a flow of blood
ତାହାର ରକ୍ତସ୍ରାବ ହେଉଥିଲା I ତାହାର ହୁଏତ ଗର୍ଭାଶୟଠାରୁ ରକ୍ତସ୍ରାବ ହେଉଥିଲା ଯଦିଓ ଏହିସକାଶେ ତାହା ସ୍ୱାଭାବିକ ସମୟ ନ ଥିଲା I କେତେକ ସଂସ୍କୃତିରେ ହୁଏତ ଏହି ସ୍ଥିତିକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶିଷ୍ଟ ଉପାୟ ଥାଇପାରେ I (ଦେଖ: [[rc://*/ta/man/translate/figs-euphemism]])
# was not able to be healed by anyone
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କିନ୍ତୁ କେହି ତାକୁ ସୁସ୍ଥ କରି ପାରି ନ ଥିଲେ” (ଦେଖ: [[rc://*/ta/man/translate/figs-activepassive]])