or_tn/luk/08/42.md

12 lines
787 B
Markdown

# was dying
ମୃତପ୍ରାୟ ଥିଲା
# As Jesus was on his way
କେତେକ ଅନୁବାଦକମାନେ ହୁଏତ ପ୍ରଥମେ କହିବା ଆବଶ୍ୟକ ଯେ ଯୀଶୁ ଯାଇରସଙ୍କ ସହିତ ଯିବା ନିମନ୍ତେ ସମ୍ମତ ହେଲେ I ବିକଳ୍ପ ଅନୁବାଦ: “ତେଣୁ ଯୀଶୁ ତାଙ୍କ ସହିତ ଯିବା ନିମନ୍ତେ ସମ୍ମତ ହେଲେ I ସେ ଆପଣା ପଥରେ ଯାଉଥିବାବେଳେ” (ଦେଖ: [[rc://*/ta/man/translate/figs-explicit]])
# the crowds of people were pressing around him
ଯୀଶୁଙ୍କ ଚାରିଆଡେ ଲୋକମାନେ ତାଙ୍କ ଉପରେ ମାଡିପଡୁଥିଲେ