or_tn/luk/08/42.md

787 B

was dying

ମୃତପ୍ରାୟ ଥିଲା

As Jesus was on his way

କେତେକ ଅନୁବାଦକମାନେ ହୁଏତ ପ୍ରଥମେ କହିବା ଆବଶ୍ୟକ ଯେ ଯୀଶୁ ଯାଇରସଙ୍କ ସହିତ ଯିବା ନିମନ୍ତେ ସମ୍ମତ ହେଲେ I ବିକଳ୍ପ ଅନୁବାଦ: “ତେଣୁ ଯୀଶୁ ତାଙ୍କ ସହିତ ଯିବା ନିମନ୍ତେ ସମ୍ମତ ହେଲେ I ସେ ଆପଣା ପଥରେ ଯାଉଥିବାବେଳେ” (ଦେଖ: rc://*/ta/man/translate/figs-explicit)

the crowds of people were pressing around him

ଯୀଶୁଙ୍କ ଚାରିଆଡେ ଲୋକମାନେ ତାଙ୍କ ଉପରେ ମାଡିପଡୁଥିଲେ