or_tn/luk/08/41.md

879 B

a leader of the synagogue

ସ୍ଥାନୀୟ ସମାଜଗୃହର ନେତାମାନଙ୍କ ମଧ୍ୟରେ ଅନ୍ୟତମ ବା “ଲୋକମାନଙ୍କର ଜଣେ ନେତା ଯିଏ ସେହି ନଗରୀର ସମାଜଗୃହରେ ସାକ୍ଷାତ କଲେ”

Falling at the feet of Jesus

ସାମ୍ଭାବ୍ୟ ଅର୍ଥଗୁଡିକ 1) ""ଯୀଶୁଙ୍କ ପାଦ ତଳେ ପଡିଗଲେ I” ବା 2) ""ଯୀଶୁଙ୍କ ପାଦ ତଳେ ଭୂମିରେ ପଡିଗଲେ I” ଯାଇରସ ଆକସ୍ମିକ ଭାବରେ ତଳେ ପଡି ନ ଥିଲେ I ସେ ଯୀଶୁଙ୍କ ପ୍ରତି ନମ୍ରତା ଏବଂ ସମ୍ମାନର ଏକ ଚିହ୍ନ ଭାବରେ ଏହା କଲେ I (ଦେଖ: rc://*/ta/man/translate/translate-symaction)