# a leader of the synagogue ସ୍ଥାନୀୟ ସମାଜଗୃହର ନେତାମାନଙ୍କ ମଧ୍ୟରେ ଅନ୍ୟତମ ବା “ଲୋକମାନଙ୍କର ଜଣେ ନେତା ଯିଏ ସେହି ନଗରୀର ସମାଜଗୃହରେ ସାକ୍ଷାତ କଲେ” # Falling at the feet of Jesus ସାମ୍ଭାବ୍ୟ ଅର୍ଥଗୁଡିକ 1) ""ଯୀଶୁଙ୍କ ପାଦ ତଳେ ପଡିଗଲେ I” ବା 2) ""ଯୀଶୁଙ୍କ ପାଦ ତଳେ ଭୂମିରେ ପଡିଗଲେ I” ଯାଇରସ ଆକସ୍ମିକ ଭାବରେ ତଳେ ପଡି ନ ଥିଲେ I ସେ ଯୀଶୁଙ୍କ ପ୍ରତି ନମ୍ରତା ଏବଂ ସମ୍ମାନର ଏକ ଚିହ୍ନ ଭାବରେ ଏହା କଲେ I (ଦେଖ: [[rc://*/ta/man/translate/translate-symaction]])