or_tn/luk/08/35.md

16 lines
1.2 KiB
Markdown

# found the man from whom the demons had gone out
ସେହି ଲୋକକୁ ଦେଖିଲେ ଯାହାଠାରୁ ଭୂତମାନେ ଛାଡି ଚାଲିଯାଇଥିଲେ
# in his right mind
ପ୍ରକୃତିସ୍ଥ ବା “ସ୍ୱାଭାବିକ ଭାବରେ ବ୍ୟବହାର କରିବା
# sitting at the feet of Jesus
ଏହି ସ୍ଥାନରେ ପାଦ ତଳେ ବସିବା ଏକ ଋଢ଼ି ଅଟେ ଯାହାର ଅର୍ଥ “ପାଖରେ ନମ୍ର ଭାବରେ ବସିବା” ବା “ସମ୍ମୁଖରେ ବସିବା I” ବିକଳ୍ପ ଅନୁବାଦ: ଯୀଶୁଙ୍କ ସମ୍ମୁଖରେ ଭୂମିରେ ବସିବା” (ଦେଖ: [[rc://*/ta/man/translate/figs-idiom]])
# they were afraid
ସେମାନେ ଯୀଶୁଙ୍କ ପ୍ରତି ଭୟଭୀତ ହେଲେ ବୋଲି ସ୍ପଷ୍ଟ ଭାବରେ କହିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କ ପ୍ରତି ଭୟଭୀତ ହେଲେ (ଦେଖ: [[rc://*/ta/man/translate/figs-ellipsis]])