or_tn/luk/08/35.md

1.2 KiB

found the man from whom the demons had gone out

ସେହି ଲୋକକୁ ଦେଖିଲେ ଯାହାଠାରୁ ଭୂତମାନେ ଛାଡି ଚାଲିଯାଇଥିଲେ

in his right mind

ପ୍ରକୃତିସ୍ଥ ବା “ସ୍ୱାଭାବିକ ଭାବରେ ବ୍ୟବହାର କରିବା

sitting at the feet of Jesus

ଏହି ସ୍ଥାନରେ ପାଦ ତଳେ ବସିବା ଏକ ଋଢ଼ି ଅଟେ ଯାହାର ଅର୍ଥ “ପାଖରେ ନମ୍ର ଭାବରେ ବସିବା” ବା “ସମ୍ମୁଖରେ ବସିବା I” ବିକଳ୍ପ ଅନୁବାଦ: ଯୀଶୁଙ୍କ ସମ୍ମୁଖରେ ଭୂମିରେ ବସିବା” (ଦେଖ: rc://*/ta/man/translate/figs-idiom)

they were afraid

ସେମାନେ ଯୀଶୁଙ୍କ ପ୍ରତି ଭୟଭୀତ ହେଲେ ବୋଲି ସ୍ପଷ୍ଟ ଭାବରେ କହିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କ ପ୍ରତି ଭୟଭୀତ ହେଲେ (ଦେଖ: rc://*/ta/man/translate/figs-ellipsis)