or_tn/luk/08/23.md

16 lines
1.0 KiB
Markdown

# as they sailed
ସେମାନେ ଗଲାବେଳେ
# he fell asleep
ଶୋଇବକୁ ଆରମ୍ଭ କଲେ
# a terrible windstorm came down
ଏକ ଭୟଙ୍କର ଝଡ ଉଠିବା ଆରମ୍ଭ କଲା ବା “ଅତି ପ୍ରଚଣ୍ଡ ଝଡ ହଠାତ୍ ବହିବା ଆରମ୍ଭ କଲା”
# their boat was filling with water
ପ୍ରଚଣ୍ଡ ପବନ ବହି ଉଚ୍ଚ ତରଙ୍ଗଗୁଡିକ ସୃଷ୍ଟି କଲା ଯାହା ନୌକାର ଉଭୟ ପାଖର ପାଣିକୁ ଧକ୍କା ମାରିଲା I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଉଚ୍ଚ ତରଙ୍ଗଗୁଡିକ ସୃଷ୍ଟି କଲା ଯାହା ସେମାନଙ୍କ ନୌକାକୁ ପାଣିରେ ପୂର୍ଣ୍ଣ କରିବା ଆରମ୍ଭ କଲା” (ଦେଖ: [[rc://*/ta/man/translate/figs-explicit]])