or_tn/luk/08/23.md

1.0 KiB

as they sailed

ସେମାନେ ଗଲାବେଳେ

he fell asleep

ଶୋଇବକୁ ଆରମ୍ଭ କଲେ

a terrible windstorm came down

ଏକ ଭୟଙ୍କର ଝଡ ଉଠିବା ଆରମ୍ଭ କଲା ବା “ଅତି ପ୍ରଚଣ୍ଡ ଝଡ ହଠାତ୍ ବହିବା ଆରମ୍ଭ କଲା”

their boat was filling with water

ପ୍ରଚଣ୍ଡ ପବନ ବହି ଉଚ୍ଚ ତରଙ୍ଗଗୁଡିକ ସୃଷ୍ଟି କଲା ଯାହା ନୌକାର ଉଭୟ ପାଖର ପାଣିକୁ ଧକ୍କା ମାରିଲା I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଉଚ୍ଚ ତରଙ୍ଗଗୁଡିକ ସୃଷ୍ଟି କଲା ଯାହା ସେମାନଙ୍କ ନୌକାକୁ ପାଣିରେ ପୂର୍ଣ୍ଣ କରିବା ଆରମ୍ଭ କଲା” (ଦେଖ: rc://*/ta/man/translate/figs-explicit)