or_tn/luk/08/14.md

2.6 KiB

The ones that fell among the thorns, these are

ଯେଉଁ ବୀଜଗୁଡିକ ପଥୁରିଆ ଭୂମିରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ ବା “ଏହି ଦୃଷ୍ଟାନ୍ତରେ ଯେଉଁ ବୀଜଗୁଡିକ କଣ୍ଟା ମଧ୍ୟରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ” (ଦେଖ: rc://*/ta/man/translate/figs-metonymy )

they are choked ... pleasures of this life

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଏହି ଜୀବନର ଚିନ୍ତା, ଧନ ଓ ସୁଖାଭିଳାଷଗୁଡିକ ସେଗୁଡିକୁ ଚାପି ପକାଇଲା” (ଦେଖ : rc://*/ta/man/translate/figs-activepassive )

the cares

ଯେଉଁ ବିଷୟଗୁଡିକ ନିମନ୍ତେ ଲୋକମାନେ ଚିନ୍ତା କରନ୍ତି

pleasures of this life

ଏହି ଜୀବନର ବିଷୟଗୁଡିକ ଯାହା ଲୋକମାନେ ଉପଭୋଗ କରନ୍ତି

they are choked by the cares and riches and pleasures of this life, and they do not produce mature fruit

ଯେପରି ଭାବରେ ଗଛଗୁଡିକଠାରୁ କଣ୍ଟାଗଛ ଆଲୋକ ଏବଂ ପୁଷ୍ଟିକର ବିଷୟ ହରଣ କରିନିଏ ଓ ସେଗୁଡିକୁ ବଢିବାରେ ବାଧା ଦିଏ ଏହି ରୂପକ ସେସବୁକୁ ଉଲ୍ଲେଖ କରେ I ବିକଳ୍ପ ଅନୁବାଦ: “କଣ୍ଟାଗଛଗୁଡିକ ଯେପରି ଭଲ ଗଛଗୁଡିକୁ ବଢିବାରେ ପ୍ରତିରୋଧ କରେ, ଏହି ଜଗତର ଚିନ୍ତା, ଧନ ଓ ସୁଖାଭିଳାଷଗୁଡିକ ଲୋକମାନଙ୍କୁ ପରିପକ୍ଵ ହେବାରେ ବାଧା ଦେଇଥାଏ” (ଦେଖ : rc://*/ta/man/translate/figs-metaphor )

they do not produce mature fruit

ସେଗୁଡିକ ପକ୍ୱ ଫଳ ଫଳନ୍ତି ନାହିଁ I ଉତ୍ତମ କାର୍ଯ୍ୟଗୁଡିକ ନିମନ୍ତେ ପକ୍ୱ ଫଳ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଠିକ ଯେପରି ଗୋଟିଏ ଗଛ ଯାହା ପକ୍ଵ ଫଳ ଉତ୍ପନ୍ନ କରେ ନାହିଁ, ସେମାନେ ଉତ୍ତମ କାର୍ଯ୍ୟଗୁଡିକ ଉତ୍ପନ୍ନ କରନ୍ତି ନାହିଁ” (ଦେଖ : rc://*/ta/man/translate/figs-metaphor )