or_tn/luk/08/14.md

24 lines
2.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# The ones that fell among the thorns, these are
ଯେଉଁ ବୀଜଗୁଡିକ ପଥୁରିଆ ଭୂମିରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ ବା “ଏହି ଦୃଷ୍ଟାନ୍ତରେ ଯେଉଁ ବୀଜଗୁଡିକ କଣ୍ଟା ମଧ୍ୟରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ” (ଦେଖ: [[rc://*/ta/man/translate/figs-metonymy]] )
# they are choked ... pleasures of this life
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଏହି ଜୀବନର ଚିନ୍ତା, ଧନ ଓ ସୁଖାଭିଳାଷଗୁଡିକ ସେଗୁଡିକୁ ଚାପି ପକାଇଲା” (ଦେଖ : [[rc://*/ta/man/translate/figs-activepassive]] )
# the cares
ଯେଉଁ ବିଷୟଗୁଡିକ ନିମନ୍ତେ ଲୋକମାନେ ଚିନ୍ତା କରନ୍ତି
# pleasures of this life
ଏହି ଜୀବନର ବିଷୟଗୁଡିକ ଯାହା ଲୋକମାନେ ଉପଭୋଗ କରନ୍ତି
# they are choked by the cares and riches and pleasures of this life, and they do not produce mature fruit
ଯେପରି ଭାବରେ ଗଛଗୁଡିକଠାରୁ କଣ୍ଟାଗଛ ଆଲୋକ ଏବଂ ପୁଷ୍ଟିକର ବିଷୟ ହରଣ କରିନିଏ ଓ ସେଗୁଡିକୁ ବଢିବାରେ ବାଧା ଦିଏ ଏହି ରୂପକ ସେସବୁକୁ ଉଲ୍ଲେଖ କରେ I ବିକଳ୍ପ ଅନୁବାଦ: “କଣ୍ଟାଗଛଗୁଡିକ ଯେପରି ଭଲ ଗଛଗୁଡିକୁ ବଢିବାରେ ପ୍ରତିରୋଧ କରେ, ଏହି ଜଗତର ଚିନ୍ତା, ଧନ ଓ ସୁଖାଭିଳାଷଗୁଡିକ ଲୋକମାନଙ୍କୁ ପରିପକ୍ଵ ହେବାରେ ବାଧା ଦେଇଥାଏ” (ଦେଖ : [[rc://*/ta/man/translate/figs-metaphor]] )
# they do not produce mature fruit
ସେଗୁଡିକ ପକ୍ୱ ଫଳ ଫଳନ୍ତି ନାହିଁ I ଉତ୍ତମ କାର୍ଯ୍ୟଗୁଡିକ ନିମନ୍ତେ ପକ୍ୱ ଫଳ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଠିକ ଯେପରି ଗୋଟିଏ ଗଛ ଯାହା ପକ୍ଵ ଫଳ ଉତ୍ପନ୍ନ କରେ ନାହିଁ, ସେମାନେ ଉତ୍ତମ କାର୍ଯ୍ୟଗୁଡିକ ଉତ୍ପନ୍ନ କରନ୍ତି ନାହିଁ” (ଦେଖ : [[rc://*/ta/man/translate/figs-metaphor]] )