or_tn/luk/08/13.md

1.2 KiB

The ones on the rock

ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ତାହା ସବୁ I ଯୀଶୁ କହନ୍ତି ଯେ ଯେତେବେଳେ ବୀଜଗୁଡିକୁ ଲୋକମାନଙ୍କ ସହିତ ସମ୍ପୃକ୍ତ କରାଯାଏ ତେବେ କ’ଣ ଘଟେ I ବିକଳ୍ପ ଅନୁବାଦ: “ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” ବା “ଦୃଷ୍ଟାନ୍ତରେ ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” (ଦେଖ: rc://*/ta/man/translate/figs-metonymy )

the rock

ପଥୁରିଆ ଭୂମି

in a time of testing

ଯେତେବେଳେ ସେମାନେ କଠିନତାର ଅନୁଭୂତି ପାଆନ୍ତି

they fall away

ଏହି ଋଢ଼ିର ଅର୍ଥ “ସେମାନେ ବିଶ୍ୱାସ କରିବା ବନ୍ଦ କଲେ“ ବା “ସେମାନେ ଯୀଶୁଙ୍କୁ ଅନୁସରଣ କରିବା ବନ୍ଦ କରନ୍ତି“ (ଦେଖ : rc://*/ta/man/translate/figs-idiom )