# The ones on the rock ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ତାହା ସବୁ I ଯୀଶୁ କହନ୍ତି ଯେ ଯେତେବେଳେ ବୀଜଗୁଡିକୁ ଲୋକମାନଙ୍କ ସହିତ ସମ୍ପୃକ୍ତ କରାଯାଏ ତେବେ କ’ଣ ଘଟେ I ବିକଳ୍ପ ଅନୁବାଦ: “ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” ବା “ଦୃଷ୍ଟାନ୍ତରେ ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” (ଦେଖ: [[rc://*/ta/man/translate/figs-metonymy]] ) # the rock ପଥୁରିଆ ଭୂମି # in a time of testing ଯେତେବେଳେ ସେମାନେ କଠିନତାର ଅନୁଭୂତି ପାଆନ୍ତି # they fall away ଏହି ଋଢ଼ିର ଅର୍ଥ “ସେମାନେ ବିଶ୍ୱାସ କରିବା ବନ୍ଦ କଲେ“ ବା “ସେମାନେ ଯୀଶୁଙ୍କୁ ଅନୁସରଣ କରିବା ବନ୍ଦ କରନ୍ତି“ (ଦେଖ : [[rc://*/ta/man/translate/figs-idiom]] )