or_tn/luk/08/10.md

20 lines
2.7 KiB
Markdown

# To you has been granted to know the mysteries of the kingdom of God
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ତୁମ୍ଭମାନଙ୍କୁ ଜ୍ଞାନ ଦେଇଛନ୍ତି ...ଈଶ୍ୱରଙ୍କ” ବା “ଈଶ୍ୱର ତୁମ୍ଭମାନଙ୍କୁ ବୁଝିପାରିବାକୁ ଶକ୍ତି ଦେଇଛନ୍ତି.. ଈଶ୍ୱର” (ଦେଖ: [[rc://*/ta/man/translate/figs-activepassive]])
# the mysteries of the kingdom of God
ଏହି ସତ୍ୟଗୁଡିକ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଯୀଶୁ ବର୍ତ୍ତମାନ ସେଗୁଡିକ ପ୍ରକାଶ କରୁଛନ୍ତି I
# to the rest
ଅନ୍ୟ ଲୋକମାନଙ୍କ ପାଇଁ I ଏହା ସେହି ଲୋକମାନଙ୍କୁ ସୂଚାଏ ଯେଉଁମାନେ ଯୀଶୁଙ୍କ ଶିକ୍ଷାକୁ ପ୍ରତ୍ୟାଖ୍ୟାନ କଲେ ଏବଂ ତାଙ୍କର ଅନୁସରଣ କଲେ ନାହିଁ I
# Seeing they may not see
ଯଦିଓ ସେମାନେ ଦେଖନ୍ତି, ସେମାନେ ବୁଝିପାରିବେ ନାହିଁ I ଏହା ଯିଶାଇୟ ଭାବବାଦୀଙ୍କର ଏକ ଉଦ୍ଧୃତି ଅଟେ I କେତେକ ଭାଷାଗୁଡିକ ହୁଏତ କ୍ରିୟାପଦଗୁଡିକର ବସ୍ତୁକୁ ବ୍ୟକ୍ତ କରିବା ଆବଶ୍ୟକ ପଡିପାରେ I ବିକଳ୍ପ ଅନୁବାଦ: “ଯଦିଓ ସେମାନେ ବିଷୟଗୁଡିକ ଦେଖନ୍ତି, ସେମାନେ ସେସବୁ ବୁଝିପାରିବେ ନାହିଁ” ବା “ଯଦିଓ ସେମାନେ ବିଷୟଗୁଡିକ ଘଟିବା ଦେଖନ୍ତି, ସେମାନେ ବୁଝିପାରିବେ ନାହିଁ ଯେ ସେଗୁଡିକର ଅର୍ଥ କ’ଣ ଅଟେ”
# hearing they may not understand
ଯଦିଓ ସେମାନେ ଶୁଣନ୍ତି, ସେମାନେ ବୁଝିପାରିବେ ନାହିଁ I ଏହା ଭାବବାଦୀ ଯିଶାଇୟଙ୍କର ଏକ ଉଦ୍ଧୃତି ଅଟେ I I କେତେକ ଭାଷାରେ ହୁଏତ କ୍ରିୟାପଦଗୁଡିକର ବସ୍ତୁକୁ ବ୍ୟକ୍ତ କରିବା ଆବଶ୍ୟକ ପଡିପାରେ I ବିକଳ୍ପ ଅନୁବାଦ: “ଯଦିଓ ସେମାନେ ଶିକ୍ଷା ପରାମର୍ଶ ଶୁଣିବେ, ସେମାନେ ସତ୍ୟ ବୁଝିପାରିବେ ନାହିଁ”