or_tn/luk/08/10.md

2.7 KiB

To you has been granted to know the mysteries of the kingdom of God

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ତୁମ୍ଭମାନଙ୍କୁ ଜ୍ଞାନ ଦେଇଛନ୍ତି ...ଈଶ୍ୱରଙ୍କ” ବା “ଈଶ୍ୱର ତୁମ୍ଭମାନଙ୍କୁ ବୁଝିପାରିବାକୁ ଶକ୍ତି ଦେଇଛନ୍ତି.. ଈଶ୍ୱର” (ଦେଖ: rc://*/ta/man/translate/figs-activepassive)

the mysteries of the kingdom of God

ଏହି ସତ୍ୟଗୁଡିକ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଯୀଶୁ ବର୍ତ୍ତମାନ ସେଗୁଡିକ ପ୍ରକାଶ କରୁଛନ୍ତି I

to the rest

ଅନ୍ୟ ଲୋକମାନଙ୍କ ପାଇଁ I ଏହା ସେହି ଲୋକମାନଙ୍କୁ ସୂଚାଏ ଯେଉଁମାନେ ଯୀଶୁଙ୍କ ଶିକ୍ଷାକୁ ପ୍ରତ୍ୟାଖ୍ୟାନ କଲେ ଏବଂ ତାଙ୍କର ଅନୁସରଣ କଲେ ନାହିଁ I

Seeing they may not see

ଯଦିଓ ସେମାନେ ଦେଖନ୍ତି, ସେମାନେ ବୁଝିପାରିବେ ନାହିଁ I ଏହା ଯିଶାଇୟ ଭାବବାଦୀଙ୍କର ଏକ ଉଦ୍ଧୃତି ଅଟେ I କେତେକ ଭାଷାଗୁଡିକ ହୁଏତ କ୍ରିୟାପଦଗୁଡିକର ବସ୍ତୁକୁ ବ୍ୟକ୍ତ କରିବା ଆବଶ୍ୟକ ପଡିପାରେ I ବିକଳ୍ପ ଅନୁବାଦ: “ଯଦିଓ ସେମାନେ ବିଷୟଗୁଡିକ ଦେଖନ୍ତି, ସେମାନେ ସେସବୁ ବୁଝିପାରିବେ ନାହିଁ” ବା “ଯଦିଓ ସେମାନେ ବିଷୟଗୁଡିକ ଘଟିବା ଦେଖନ୍ତି, ସେମାନେ ବୁଝିପାରିବେ ନାହିଁ ଯେ ସେଗୁଡିକର ଅର୍ଥ କ’ଣ ଅଟେ”

hearing they may not understand

ଯଦିଓ ସେମାନେ ଶୁଣନ୍ତି, ସେମାନେ ବୁଝିପାରିବେ ନାହିଁ I ଏହା ଭାବବାଦୀ ଯିଶାଇୟଙ୍କର ଏକ ଉଦ୍ଧୃତି ଅଟେ I I କେତେକ ଭାଷାରେ ହୁଏତ କ୍ରିୟାପଦଗୁଡିକର ବସ୍ତୁକୁ ବ୍ୟକ୍ତ କରିବା ଆବଶ୍ୟକ ପଡିପାରେ I ବିକଳ୍ପ ଅନୁବାଦ: “ଯଦିଓ ସେମାନେ ଶିକ୍ଷା ପରାମର୍ଶ ଶୁଣିବେ, ସେମାନେ ସତ୍ୟ ବୁଝିପାରିବେ ନାହିଁ”