or_tn/luk/08/05.md

1.3 KiB

A farmer went out to sow his seed

ଜଣେ କୃଷକ ଏକ କ୍ଷେତ୍ରରେ କିଛି ବୀଜ ବିଞ୍ଛିବା ନିମନ୍ତେ ବାହାରକୁ ଗଲା ବା “ଜଣେ କୃଷକ ଏକ କ୍ଷେତ୍ରରେ କିଛି ବୀଜ ବୁଣିବା ନିମନ୍ତେ ବାହାରକୁ ଗଲା”

some fell

କିଛି ବୀଜ ପଡିଲା ବା “ ବୀଜଗୁଡିକ ମଧ୍ୟରୁ କିଛି ପଡିଲା”

it was trampled underfoot

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଲୋକମାନେ ଏହା ଉପରେ ଚାଲିଲେ” ବା “ଲୋକମାନେ ସେଗୁଡିକ ଉପରେ ଚାଲିଲେ” (ଦେଖ: rc://*/ta/man/translate/figs-activepassive )

the birds of the sky

ଏହି “ରୂପକ”କୁ କେବଳ “ଚଢେଇମାନେ” ବା “ଚଢେଇମାନେ ଉଡି ଓହ୍ଲାଇ ଆସିଲେ” ବୋଲି ଅନୁବାଦ କରିହେବ ଯେପରି ଆକାଶର ଅର୍ଥ ରହିବ I”

devoured it

ସେସବୁକୁ ଖାଇଲେ ବା “ସେଗୁଡିକ ସବୁକୁ ଖାଇଦେଲେ”