or_tn/luk/08/05.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# A farmer went out to sow his seed
ଜଣେ କୃଷକ ଏକ କ୍ଷେତ୍ରରେ କିଛି ବୀଜ ବିଞ୍ଛିବା ନିମନ୍ତେ ବାହାରକୁ ଗଲା ବା “ଜଣେ କୃଷକ ଏକ କ୍ଷେତ୍ରରେ କିଛି ବୀଜ ବୁଣିବା ନିମନ୍ତେ ବାହାରକୁ ଗଲା”
# some fell
କିଛି ବୀଜ ପଡିଲା ବା “ ବୀଜଗୁଡିକ ମଧ୍ୟରୁ କିଛି ପଡିଲା”
# it was trampled underfoot
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଲୋକମାନେ ଏହା ଉପରେ ଚାଲିଲେ” ବା “ଲୋକମାନେ ସେଗୁଡିକ ଉପରେ ଚାଲିଲେ” (ଦେଖ: [[rc://*/ta/man/translate/figs-activepassive]] )
# the birds of the sky
ଏହି “ରୂପକ”କୁ କେବଳ “ଚଢେଇମାନେ” ବା “ଚଢେଇମାନେ ଉଡି ଓହ୍ଲାଇ ଆସିଲେ” ବୋଲି ଅନୁବାଦ କରିହେବ ଯେପରି ଆକାଶର ଅର୍ଥ ରହିବ I”
# devoured it
ସେସବୁକୁ ଖାଇଲେ ବା “ସେଗୁଡିକ ସବୁକୁ ଖାଇଦେଲେ”