or_tn/luk/08/01.md

606 B

General Information:

ଏହି ପଦଗୁଡିକ ଯୀଶୁ ଯାତ୍ରା କରୁଥିବା ସମୟରେ ତାଙ୍କର ପ୍ରଚାର ସମ୍ପର୍କରେ ପୃଷ୍ଠଭୂମି ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରନ୍ତି I

It happened that

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ : rc://*/ta/man/translate/writing-newevent)