or_tn/luk/08/01.md

8 lines
606 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦଗୁଡିକ ଯୀଶୁ ଯାତ୍ରା କରୁଥିବା ସମୟରେ ତାଙ୍କର ପ୍ରଚାର ସମ୍ପର୍କରେ ପୃଷ୍ଠଭୂମି ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରନ୍ତି I
# It happened that
ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ : [[rc://*/ta/man/translate/writing-newevent]])