or_tn/luk/07/49.md

1.2 KiB

reclining together

ମେଜ ଚାରିଆଡେ ଏକତ୍ର ଆଉଜି ବସିବା ବା “ଏକତ୍ର ଭୋଜନ କରିବା”

Who is this that even forgives sins?

ଧାର୍ମିକ ନେତାମାନେ ଜାଣିଥିଲେ ଯେ କେବଳ ଈଶ୍ୱର ହିଁ ପାପକ୍ଷମା କରିପାରନ୍ତି ମାତ୍ର ବିଶ୍ୱାସ କଲେ ନାହିଁ ଯେ ଯୀଶୁ ହିଁ ଈଶ୍ୱର ଅଟନ୍ତି I ଏହି ପ୍ରଶ୍ନଟି ବୋଧହୁଏ ଏକ ଅଭିଯୋଗ ଭାବରେ ଅଭିପ୍ରେତ ହୋଇଛି I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି ଆପଣାକୁ କିଏ ବୋଲି ଭାବୁଛି ? କେବଳ ଈଶ୍ୱର ହିଁ ପାପକ୍ଷମା କରିପାରନ୍ତି !” ବା “ଏହି ବ୍ୟକ୍ତି କାହିଁକି ନିଜକୁ ଈଶ୍ବର ବୋଲି ଛଳନା କରୁଛି, ଯିଏ କେବଳ ପାପକ୍ଷମା କରିପାରନ୍ତି ?” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-explicit]] )