# reclining together ମେଜ ଚାରିଆଡେ ଏକତ୍ର ଆଉଜି ବସିବା ବା “ଏକତ୍ର ଭୋଜନ କରିବା” # Who is this that even forgives sins? ଧାର୍ମିକ ନେତାମାନେ ଜାଣିଥିଲେ ଯେ କେବଳ ଈଶ୍ୱର ହିଁ ପାପକ୍ଷମା କରିପାରନ୍ତି ମାତ୍ର ବିଶ୍ୱାସ କଲେ ନାହିଁ ଯେ ଯୀଶୁ ହିଁ ଈଶ୍ୱର ଅଟନ୍ତି I ଏହି ପ୍ରଶ୍ନଟି ବୋଧହୁଏ ଏକ ଅଭିଯୋଗ ଭାବରେ ଅଭିପ୍ରେତ ହୋଇଛି I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି ଆପଣାକୁ କିଏ ବୋଲି ଭାବୁଛି ? କେବଳ ଈଶ୍ୱର ହିଁ ପାପକ୍ଷମା କରିପାରନ୍ତି !” ବା “ଏହି ବ୍ୟକ୍ତି କାହିଁକି ନିଜକୁ ଈଶ୍ବର ବୋଲି ଛଳନା କରୁଛି, ଯିଏ କେବଳ ପାପକ୍ଷମା କରିପାରନ୍ତି ?” (ଦେଖ: [[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-explicit]] )