or_tn/luk/07/45.md

807 B

You did not give me a kiss

ସେହି ସଂସ୍କୃତିରେ ଜଣେ ଉତ୍ତମ ଅତିଥି-ସତ୍କାରକ ନିଜର ଅତିଥିମାନଙ୍କୁ ଗାଲରେ ଏକ ଚୁମ୍ବନ ସହିତ ସ୍ୱାଗତ କରିଥାଏ I ଶିମୋନ ତାହା କଲେ ନାହିଁ I (ଦେଖ: rc://*/ta/man/translate/figs-explicit )

did not stop kissing my feet

ସେ ମୋ’ର ପାଦକୁ ଅବିରତ ଚୁମ୍ବନ କରିଛି I

kissing my feet

ସ୍ତ୍ରୀଲୋକଟି ଚରମ ଅନୁତାପ ଏବଂ ନମ୍ରତାର ଚିହ୍ନ ଭାବରେ ଯୀଶୁଙ୍କ ଗାଲ ପରିବର୍ତ୍ତେ ତାଙ୍କ ପାଦକୁ ଅବିରତ ଚୁମ୍ବନ କଲା I