or_tn/luk/07/45.md

12 lines
807 B
Markdown
Raw Permalink Normal View History

2020-11-19 00:15:53 +00:00
# You did not give me a kiss
ସେହି ସଂସ୍କୃତିରେ ଜଣେ ଉତ୍ତମ ଅତିଥି-ସତ୍କାରକ ନିଜର ଅତିଥିମାନଙ୍କୁ ଗାଲରେ ଏକ ଚୁମ୍ବନ ସହିତ ସ୍ୱାଗତ କରିଥାଏ I ଶିମୋନ ତାହା କଲେ ନାହିଁ I (ଦେଖ: [[rc://*/ta/man/translate/figs-explicit]] )
# did not stop kissing my feet
ସେ ମୋ’ର ପାଦକୁ ଅବିରତ ଚୁମ୍ବନ କରିଛି I
# kissing my feet
ସ୍ତ୍ରୀଲୋକଟି ଚରମ ଅନୁତାପ ଏବଂ ନମ୍ରତାର ଚିହ୍ନ ଭାବରେ ଯୀଶୁଙ୍କ ଗାଲ ପରିବର୍ତ୍ତେ ତାଙ୍କ ପାଦକୁ ଅବିରତ ଚୁମ୍ବନ କଲା I