or_tn/luk/07/44.md

1.5 KiB

he turned to the woman

ଯୀଶୁ ସେହି ସ୍ତ୍ରୀଲୋକ ଆଡକୁ ମୁଖ ଫେରାଇବା ଦ୍ୱାରା ଶିମୋନଙ୍କ ଧ୍ୟାନକୁ ତା’ପ୍ରତି ନିର୍ଦ୍ଦେଶିତ କଲେ

You gave me no water for my feet

ଧୂଳି ଧୁସରିତ ରାସ୍ତାରେ ଚାଲିବା ପରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କର ପାଦଗୁଡିକୁ ଧୋଇବା ପାଇଁ ଓ ଶୁଖାଇବା ପାଇଁ ଜଳ ଏବଂ ଗାମୁଛା ଯୋଗାଇବା ଆତିଥ୍ୟକାରୀଙ୍କ ମୌଳିକ ଦାୟିତ୍ଵ ଅଟେ I (ଦେଖ: rc://*/ta/man/translate/figs-explicit)

You did not give ... but she

ଯୀଶୁ ଏହି ବାକ୍ୟାଂଶଗୁଡିକୁ ଦୁଇ ଥର ବ୍ୟବହାର କରନ୍ତି ଯେପରି ଶିମୋନଙ୍କ ଶାଳୀନତାର ଅଭାବ ଓ ସ୍ତ୍ରୀଲୋକର ଅତିଶୟ କୃତଜ୍ଞତା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ

she has wet my feet with her tears

ସ୍ତ୍ରୀଲୋକ ପାଣି ନ ଥିବାବେଳେ ତାହା ସ୍ଥାନରେ ନିଜର ଅଶ୍ରୁଜଳ ବ୍ୟବହାର କଲା

wiped them with her hair

ସ୍ତ୍ରୀଲୋକ ଗାମୁଛା ନ ଥିବାବେଳେ ତାହା ସ୍ଥାନରେ ନିଜର କେଶ ବ୍ୟବହାର କଲା