or_tn/luk/07/44.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# he turned to the woman
ଯୀଶୁ ସେହି ସ୍ତ୍ରୀଲୋକ ଆଡକୁ ମୁଖ ଫେରାଇବା ଦ୍ୱାରା ଶିମୋନଙ୍କ ଧ୍ୟାନକୁ ତା’ପ୍ରତି ନିର୍ଦ୍ଦେଶିତ କଲେ
# You gave me no water for my feet
ଧୂଳି ଧୁସରିତ ରାସ୍ତାରେ ଚାଲିବା ପରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କର ପାଦଗୁଡିକୁ ଧୋଇବା ପାଇଁ ଓ ଶୁଖାଇବା ପାଇଁ ଜଳ ଏବଂ ଗାମୁଛା ଯୋଗାଇବା ଆତିଥ୍ୟକାରୀଙ୍କ ମୌଳିକ ଦାୟିତ୍ଵ ଅଟେ I (ଦେଖ: [[rc://*/ta/man/translate/figs-explicit]])
# You did not give ... but she
ଯୀଶୁ ଏହି ବାକ୍ୟାଂଶଗୁଡିକୁ ଦୁଇ ଥର ବ୍ୟବହାର କରନ୍ତି ଯେପରି ଶିମୋନଙ୍କ ଶାଳୀନତାର ଅଭାବ ଓ ସ୍ତ୍ରୀଲୋକର ଅତିଶୟ କୃତଜ୍ଞତା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ
# she has wet my feet with her tears
ସ୍ତ୍ରୀଲୋକ ପାଣି ନ ଥିବାବେଳେ ତାହା ସ୍ଥାନରେ ନିଜର ଅଶ୍ରୁଜଳ ବ୍ୟବହାର କଲା
# wiped them with her hair
ସ୍ତ୍ରୀଲୋକ ଗାମୁଛା ନ ଥିବାବେଳେ ତାହା ସ୍ଥାନରେ ନିଜର କେଶ ବ୍ୟବହାର କଲା