or_tn/luk/07/41.md

16 lines
1.0 KiB
Markdown

# General Information:
ଫାରୂଶୀ ଶିମୋନଙ୍କୁ ସେ କ’ଣ କହିବାକୁ ଯାଉଛନ୍ତି ସେହି ବିଷୟକୁ ଗୁରୁତ୍ଵ ଦେବା ପାଇଁ, ଯୀଶୁ ତାଙ୍କୁ ଏକ କାହାଣୀ କହିଲେ I (ଦେଖ:[[rc://*/ta/man/translate/figs-parables]])
# A certain moneylender had two debtors
ଜଣେ ମହାଜନଙ୍କଠାରୁ ଦୁଇ ଜଣ ବ୍ୟକ୍ତି ଟଙ୍କା ଋଣ ନେଲେ
# five hundred denarii
500 ଦିନର ମଜୁରି I “ଦିନାରୀ” “ଦିନାରିଅସ୍”ର ବହୁବଚନ ଅଟେ I ଗୋଟିଏ “ଦିନାରିଅସ୍” ଏକ ରୌପ୍ୟ ମୁଦ୍ରା ଥିଲା I (ଦେଖ: [[rc://*/ta/man/translate/translate-bmoney]] ଓ [[rc://*/ta/man/translate/translate-numbers]])
# the other fifty
ଅନ୍ୟ ଋଣୀଲୋକ ପଚାଶ ଦିନାରୀ ଋଣ ନେଇଥିଲା ବା “50 ଦିନର ମଜୁରି”