or_tn/luk/07/41.md

1.0 KiB

General Information:

ଫାରୂଶୀ ଶିମୋନଙ୍କୁ ସେ କ’ଣ କହିବାକୁ ଯାଉଛନ୍ତି ସେହି ବିଷୟକୁ ଗୁରୁତ୍ଵ ଦେବା ପାଇଁ, ଯୀଶୁ ତାଙ୍କୁ ଏକ କାହାଣୀ କହିଲେ I (ଦେଖ:rc://*/ta/man/translate/figs-parables)

A certain moneylender had two debtors

ଜଣେ ମହାଜନଙ୍କଠାରୁ ଦୁଇ ଜଣ ବ୍ୟକ୍ତି ଟଙ୍କା ଋଣ ନେଲେ

five hundred denarii

500 ଦିନର ମଜୁରି I “ଦିନାରୀ” “ଦିନାରିଅସ୍”ର ବହୁବଚନ ଅଟେ I ଗୋଟିଏ “ଦିନାରିଅସ୍” ଏକ ରୌପ୍ୟ ମୁଦ୍ରା ଥିଲା I (ଦେଖ: [[rc:///ta/man/translate/translate-bmoney]] ଓ [[rc:///ta/man/translate/translate-numbers]])

the other fifty

ଅନ୍ୟ ଋଣୀଲୋକ ପଚାଶ ଦିନାରୀ ଋଣ ନେଇଥିଲା ବା “50 ଦିନର ମଜୁରି”