or_tn/luk/07/32.md

1.1 KiB

They are like

ଏହି ବାକ୍ୟଗୁଡିକଠାରୁ ଯୀଶୁ କରିଥିବା ତୁଳନାର ଆରମ୍ଭ ହୋଇଛି I ଯୀଶୁ କହନ୍ତି ଯେ ଲୋକମାନେ ପିଲାମାନଙ୍କ ପରି ଅଟନ୍ତି ଯେଉଁମାନେ ଅନ୍ୟ ପିଲାମାନଙ୍କ କାର୍ଯ୍ୟ ଦ୍ୱାରା ଆଦୌ ସନ୍ତୁଷ୍ଟ ନୁହନ୍ତି I (ଦେଖ: rc://*/ta/man/translate/figs-simile )

the marketplace

ଏକ ବିଶାଳ, ମୁକ୍ତ ଆକାଶବିଶିଷ୍ଟ ଅଞ୍ଚଳ ଯେଉଁ ସ୍ଥାନକୁ ଲୋକମାନେ ସେମାନଙ୍କର ଜିନିଷପତ୍ର ବିକ୍ରୟ କରିବାକୁ ଆସନ୍ତି

and you did not dance

କିନ୍ତୁ ତୁମ୍ଭେମାନେ ସଙ୍ଗୀତର ତାଳରେ ନାଚିଲ ନାହିଁ

and you did not cry

କିନ୍ତୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ କ୍ରନ୍ଦନ କଲ ନାହିଁ