or_tn/luk/07/32.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# They are like
ଏହି ବାକ୍ୟଗୁଡିକଠାରୁ ଯୀଶୁ କରିଥିବା ତୁଳନାର ଆରମ୍ଭ ହୋଇଛି I ଯୀଶୁ କହନ୍ତି ଯେ ଲୋକମାନେ ପିଲାମାନଙ୍କ ପରି ଅଟନ୍ତି ଯେଉଁମାନେ ଅନ୍ୟ ପିଲାମାନଙ୍କ କାର୍ଯ୍ୟ ଦ୍ୱାରା ଆଦୌ ସନ୍ତୁଷ୍ଟ ନୁହନ୍ତି I (ଦେଖ: [[rc://*/ta/man/translate/figs-simile]] )
# the marketplace
ଏକ ବିଶାଳ, ମୁକ୍ତ ଆକାଶବିଶିଷ୍ଟ ଅଞ୍ଚଳ ଯେଉଁ ସ୍ଥାନକୁ ଲୋକମାନେ ସେମାନଙ୍କର ଜିନିଷପତ୍ର ବିକ୍ରୟ କରିବାକୁ ଆସନ୍ତି
# and you did not dance
କିନ୍ତୁ ତୁମ୍ଭେମାନେ ସଙ୍ଗୀତର ତାଳରେ ନାଚିଲ ନାହିଁ
# and you did not cry
କିନ୍ତୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ କ୍ରନ୍ଦନ କଲ ନାହିଁ