or_tn/luk/07/16.md

1.5 KiB

Connecting Statement:

ସେହି ମୃତ ଲୋକକୁ ଯୀଶୁ ସୁସ୍ଥ କରିବାର ଫଳ ସ୍ବରୂପ କ’ଣ ହେଲା ଏହା ତାହା କୁହେ I

fear overcame all of them

ସେମାନେ ସମସ୍ତେ ଭୟରେ ପୂର୍ଣ୍ଣ ହେଲେ I ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ” (ଦେଖ: rc://*/ta/man/translate/figs-activepassive )

A great prophet has been raised among us

ସେମାନେ କୌଣସି ଅପରିଚିତ ଭାବବାଦୀ ପ୍ରତି ନୁହେଁ, ଯୀଶୁଙ୍କ ପ୍ରତି ଉଲ୍ଲେଖ କରୁଥିଲେ I “ଉତ୍ଥିତ ହୋଇଅଛନ୍ତି” ଏସ୍ଥାନରେ “ହେବା ପାଇଁ ଦେବା” ନିମନ୍ତେ ଏକ ରୂପକ ଅଟେ I ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ଜଣକୁ ଏକ ମହାନ୍ ଭାବବାଦୀ କରିଅଛନ୍ତି” (ଦେଖ: [[rc:///ta/man/translate/figs-activepassive]] )(ଦେଖ: [[rc:///ta/man/translate/figs-idiom]] )

has looked upon

ଏହି ରୂପକର ଅର୍ଥ “ନିମନ୍ତେ ଯତ୍ନଶୀଳ” (ଦେଖ: rc://*/ta/man/translate/figs-idiom )