or_tn/luk/07/16.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ସେହି ମୃତ ଲୋକକୁ ଯୀଶୁ ସୁସ୍ଥ କରିବାର ଫଳ ସ୍ବରୂପ କ’ଣ ହେଲା ଏହା ତାହା କୁହେ I
# fear overcame all of them
ସେମାନେ ସମସ୍ତେ ଭୟରେ ପୂର୍ଣ୍ଣ ହେଲେ I ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ” (ଦେଖ: [[rc://*/ta/man/translate/figs-activepassive]] )
# A great prophet has been raised among us
ସେମାନେ କୌଣସି ଅପରିଚିତ ଭାବବାଦୀ ପ୍ରତି ନୁହେଁ, ଯୀଶୁଙ୍କ ପ୍ରତି ଉଲ୍ଲେଖ କରୁଥିଲେ I “ଉତ୍ଥିତ ହୋଇଅଛନ୍ତି” ଏସ୍ଥାନରେ “ହେବା ପାଇଁ ଦେବା” ନିମନ୍ତେ ଏକ ରୂପକ ଅଟେ I ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ଜଣକୁ ଏକ ମହାନ୍ ଭାବବାଦୀ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]] )(ଦେଖ: [[rc://*/ta/man/translate/figs-idiom]] )
# has looked upon
ଏହି ରୂପକର ଅର୍ଥ “ନିମନ୍ତେ ଯତ୍ନଶୀଳ” (ଦେଖ: [[rc://*/ta/man/translate/figs-idiom]] )