or_tn/luk/06/49.md

2.3 KiB

General Information:

ଯେଉଁ ଗୃହର କୌଣସି ମୂଳଦୁଆ ନାହିଁ ଏବଂ ସେଥିସକାଶେ ସୁଅ ଆସିଲେ ଭୁଷୁଡି ପଡିବ ଏପରି ଗୃହ ନିର୍ମାଣକାରୀ ଜଣେ ବ୍ୟକ୍ତି ସହିତ ଯୀଶୁ ତାଙ୍କ ଶିକ୍ଷାକୁ ଶୁଣୁଥିବା ଏବଂ ପାଳନ କରୁ ନ ଥିବା ବ୍ୟକ୍ତିକୁ ତୁଳନା କରନ୍ତି I (ଦେଖ : rc://*/ta/man/translate/figs-simile )

But the one

କିନ୍ତୁ ମୂଳଦୁଆ ସହିତ ନିର୍ମାଣକାରୀ ପୂର୍ବବର୍ତ୍ତୀ ବ୍ୟକ୍ତି ପ୍ରତି ଏକ ଦୃଢ଼ ବିପରୀତ ବିଷୟ ଦର୍ଶାଇଥାଏ I

on the ground without a foundation

କେତେକ ସଂସ୍କୃତିରେ ଜାଣନ୍ତି ନାହିଁ ଯେ ମୂଳଦୁଆ ଥିବା ଗୋଟିଏ ଗୃହ ଦୃଢ଼ତର ଅଟେ I ଅତିରିକ୍ତ ତଥ୍ୟ ହୁଏତ ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “କିନ୍ତୁ ସେ ଗଭୀର ତଳକୁ ଖୋଳିଲା ନାହିଁ ଏବଂ ପ୍ରଥମେ ଏକ ମୂଳଦୁଆ ନିର୍ମାଣ କଲା ନାହିଁ ” (ଦେଖ: rc://*/ta/man/translate/figs-explicit )

a foundation

ଗୋଟିଏ ଗୃହର ଅଂଶ ଅଟେ ଯାହା ଏହାକୁ ଭୂମି ସହ ସଂଯୁକ୍ତ କରେ I ଯୀଶୁଙ୍କ ସମୟରେ ଲୋକମାନେ ଦୃଢ଼ ପ୍ରସ୍ତର ପର୍ଯ୍ୟନ୍ତ ତଳକୁ ଖୋଳୁଥିଲେ ଓ ତା’ପରେ ପ୍ରସ୍ତର ଉପରେ ନିର୍ମାଣ ଆରମ୍ଭ କରୁଥିଲେ I ସେହି ଦୃଢ଼ ପ୍ରସ୍ତର ହିଁ ମୂଳଦୁଆ ଥିଲା I

torrent of water

କ୍ଷିପ୍ର ଗତି କରୁଥିବା ଜଳ ବା “ନଦୀ”

flowed against

ତାକୁ ଧକ୍କା ଦେବା

it collapsed

ତଳେ ପଡିଗଲା ବା ଅଲଗା ହୋଇଗଲା

the ruin of that house was great

ସେହି ଗୃହ ସମ୍ପୂର୍ଣ୍ଣ ଭାବରେ ଧ୍ଵଂସ ହେଲା