# General Information: ଯେଉଁ ଗୃହର କୌଣସି ମୂଳଦୁଆ ନାହିଁ ଏବଂ ସେଥିସକାଶେ ସୁଅ ଆସିଲେ ଭୁଷୁଡି ପଡିବ ଏପରି ଗୃହ ନିର୍ମାଣକାରୀ ଜଣେ ବ୍ୟକ୍ତି ସହିତ ଯୀଶୁ ତାଙ୍କ ଶିକ୍ଷାକୁ ଶୁଣୁଥିବା ଏବଂ ପାଳନ କରୁ ନ ଥିବା ବ୍ୟକ୍ତିକୁ ତୁଳନା କରନ୍ତି I (ଦେଖ : [[rc://*/ta/man/translate/figs-simile]] ) # But the one କିନ୍ତୁ ମୂଳଦୁଆ ସହିତ ନିର୍ମାଣକାରୀ ପୂର୍ବବର୍ତ୍ତୀ ବ୍ୟକ୍ତି ପ୍ରତି ଏକ ଦୃଢ଼ ବିପରୀତ ବିଷୟ ଦର୍ଶାଇଥାଏ I # on the ground without a foundation କେତେକ ସଂସ୍କୃତିରେ ଜାଣନ୍ତି ନାହିଁ ଯେ ମୂଳଦୁଆ ଥିବା ଗୋଟିଏ ଗୃହ ଦୃଢ଼ତର ଅଟେ I ଅତିରିକ୍ତ ତଥ୍ୟ ହୁଏତ ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “କିନ୍ତୁ ସେ ଗଭୀର ତଳକୁ ଖୋଳିଲା ନାହିଁ ଏବଂ ପ୍ରଥମେ ଏକ ମୂଳଦୁଆ ନିର୍ମାଣ କଲା ନାହିଁ ” (ଦେଖ: [[rc://*/ta/man/translate/figs-explicit]] ) # a foundation ଗୋଟିଏ ଗୃହର ଅଂଶ ଅଟେ ଯାହା ଏହାକୁ ଭୂମି ସହ ସଂଯୁକ୍ତ କରେ I ଯୀଶୁଙ୍କ ସମୟରେ ଲୋକମାନେ ଦୃଢ଼ ପ୍ରସ୍ତର ପର୍ଯ୍ୟନ୍ତ ତଳକୁ ଖୋଳୁଥିଲେ ଓ ତା’ପରେ ପ୍ରସ୍ତର ଉପରେ ନିର୍ମାଣ ଆରମ୍ଭ କରୁଥିଲେ I ସେହି ଦୃଢ଼ ପ୍ରସ୍ତର ହିଁ ମୂଳଦୁଆ ଥିଲା I # torrent of water କ୍ଷିପ୍ର ଗତି କରୁଥିବା ଜଳ ବା “ନଦୀ” # flowed against ତାକୁ ଧକ୍କା ଦେବା # it collapsed ତଳେ ପଡିଗଲା ବା ଅଲଗା ହୋଇଗଲା # the ruin of that house was great ସେହି ଗୃହ ସମ୍ପୂର୍ଣ୍ଣ ଭାବରେ ଧ୍ଵଂସ ହେଲା