or_tn/luk/06/48.md

2.2 KiB

laid a foundation on the rock

ଗୃହର ମୂଳଦୁଆକୁ ଏତେ ଗଭୀର ଭାବରେ ଖୋଳ, ଯେପରି ଦୃଢ଼ ପ୍ରସ୍ତରର ମୂଳଦୁଆ ପର୍ଯ୍ୟନ୍ତ ପହଞ୍ଚି ପାରିବ I କେତେକ ସଂସ୍କୃତିରେ ପ୍ରସ୍ତର ଶଯ୍ୟାରେ ଗୃହ ନିର୍ମାଣ କାର୍ଯ୍ୟ ସହିତ ଅଭ୍ୟସ୍ତ ନ ଥାଇ ପାରନ୍ତି, ଏବଂ ଏକ ସ୍ଥାୟୀ ମୂଳଦୁଆ ନିମନ୍ତେ ଅନ୍ୟ ଏକ ଛବି ବ୍ୟବହାର କରିବା ଆବଶ୍ୟକ କରିପାରନ୍ତି I (ଦେଖ: rc://*/ta/man/translate/figs-explicit )

a foundation

ଗୃହର ଏକ ଅଂଶ ଯାହା ଭୂମି ସହିତ ସଂଯୁକ୍ତ କରେ I ଯୀଶୁଙ୍କ ସମୟର ଲୋକମାନେ ଭୂମିର ତଳେ ପ୍ରସ୍ତର ଶଯ୍ୟା ପର୍ଯ୍ୟନ୍ତ ଖୋଳୁଥିଲେ ଏବଂ ତା’ପରେ ପ୍ରସ୍ତର ଉପରେ ନିର୍ମାଣ କରିବା ଆରମ୍ଭ କରୁଥିଲେ I ସେହି ଦୃଢ଼ ପ୍ରସ୍ତର ହିଁ ମୂଳଦୁଆ ଥିଲା I

the rock

ପ୍ରସ୍ତରଶଯ୍ୟା I ଏହା ଅତିଶୟ ବିଶାଳ, କଠିନ ପ୍ରସ୍ତର ଯାହା ଭୂମିର ଗଭୀର ତଳେ ଅଛି I

torrent of water

କ୍ଷିପ୍ର ଗତି କରୁଥିବା ଜଳ ବା “ନଦୀ”

flowed against

ତାକୁ ଧକ୍କା ଦେବା

shake it

ସାମ୍ଭାବ୍ୟ ଅର୍ଥଗୁଡିକ 1) ହଲାଇ ଦେବା ନିମନ୍ତେ ଏହା କାର୍ଯ୍ୟ କରିବା ବା 2) “ଏହାକୁ ଧ୍ଵଂସ କରିବା I”

because it had been built well

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଲୋକଟି ଏହା ଉତ୍ତମ ରୂପେ ନିର୍ମାଣ କରିଥିଲା” (ଦେଖ: rc://*/ta/man/translate/figs-activepassive)