or_tn/luk/06/48.md

28 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# laid a foundation on the rock
ଗୃହର ମୂଳଦୁଆକୁ ଏତେ ଗଭୀର ଭାବରେ ଖୋଳ, ଯେପରି ଦୃଢ଼ ପ୍ରସ୍ତରର ମୂଳଦୁଆ ପର୍ଯ୍ୟନ୍ତ ପହଞ୍ଚି ପାରିବ I କେତେକ ସଂସ୍କୃତିରେ ପ୍ରସ୍ତର ଶଯ୍ୟାରେ ଗୃହ ନିର୍ମାଣ କାର୍ଯ୍ୟ ସହିତ ଅଭ୍ୟସ୍ତ ନ ଥାଇ ପାରନ୍ତି, ଏବଂ ଏକ ସ୍ଥାୟୀ ମୂଳଦୁଆ ନିମନ୍ତେ ଅନ୍ୟ ଏକ ଛବି ବ୍ୟବହାର କରିବା ଆବଶ୍ୟକ କରିପାରନ୍ତି I (ଦେଖ: [[rc://*/ta/man/translate/figs-explicit]] )
# a foundation
ଗୃହର ଏକ ଅଂଶ ଯାହା ଭୂମି ସହିତ ସଂଯୁକ୍ତ କରେ I ଯୀଶୁଙ୍କ ସମୟର ଲୋକମାନେ ଭୂମିର ତଳେ ପ୍ରସ୍ତର ଶଯ୍ୟା ପର୍ଯ୍ୟନ୍ତ ଖୋଳୁଥିଲେ ଏବଂ ତା’ପରେ ପ୍ରସ୍ତର ଉପରେ ନିର୍ମାଣ କରିବା ଆରମ୍ଭ କରୁଥିଲେ I ସେହି ଦୃଢ଼ ପ୍ରସ୍ତର ହିଁ ମୂଳଦୁଆ ଥିଲା I
# the rock
ପ୍ରସ୍ତରଶଯ୍ୟା I ଏହା ଅତିଶୟ ବିଶାଳ, କଠିନ ପ୍ରସ୍ତର ଯାହା ଭୂମିର ଗଭୀର ତଳେ ଅଛି I
# torrent of water
କ୍ଷିପ୍ର ଗତି କରୁଥିବା ଜଳ ବା “ନଦୀ”
# flowed against
ତାକୁ ଧକ୍କା ଦେବା
# shake it
ସାମ୍ଭାବ୍ୟ ଅର୍ଥଗୁଡିକ 1) ହଲାଇ ଦେବା ନିମନ୍ତେ ଏହା କାର୍ଯ୍ୟ କରିବା ବା 2) “ଏହାକୁ ଧ୍ଵଂସ କରିବା I”
# because it had been built well
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଲୋକଟି ଏହା ଉତ୍ତମ ରୂପେ ନିର୍ମାଣ କରିଥିଲା” (ଦେଖ: [[rc://*/ta/man/translate/figs-activepassive]])