or_tn/luk/06/02.md

1.3 KiB

Why are you doing something that is not lawful to do on the Sabbath day?

ବ୍ୟବସ୍ଥାର ଉଲଂଘନ କରିବା ସମ୍ପର୍କରେ ଶିଷ୍ୟମାନଙ୍କୁ ଅଭିଯୋଗ କରିବା ନିମନ୍ତେ ସେମାନେ ଏହି ପ୍ରଶ୍ନ ପଚାରିଲେ I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ରାମବାରରେ ଶସ୍ୟ ଛିଣ୍ଡାଇବା ଈଶ୍ୱରଙ୍କ ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ ଅଟେ !”(ଦେଖ: rc://*/ta/man/translate/figs-explicit)

are you doing that which

ଏପରିକି ମୁଠାଏ ଶସ୍ୟର ଅଳ୍ପ ଅଂଶକୁ ମଳିବା ଭଳି କ୍ଷୁଦ୍ର କାର୍ଯ୍ୟକୁ ମଧ୍ୟ ଫାରୂଶୀମାନେ ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ ବୋଲି ବିବେଚନା କରୁଥିଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାର୍ଯ୍ୟ କରିବା” (ଦେଖ: rc://*/ta/man/translate/figs-rquestion )