# Why are you doing something that is not lawful to do on the Sabbath day? ବ୍ୟବସ୍ଥାର ଉଲଂଘନ କରିବା ସମ୍ପର୍କରେ ଶିଷ୍ୟମାନଙ୍କୁ ଅଭିଯୋଗ କରିବା ନିମନ୍ତେ ସେମାନେ ଏହି ପ୍ରଶ୍ନ ପଚାରିଲେ I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ରାମବାରରେ ଶସ୍ୟ ଛିଣ୍ଡାଇବା ଈଶ୍ୱରଙ୍କ ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ ଅଟେ !”(ଦେଖ: [[rc://*/ta/man/translate/figs-explicit]]) # are you doing that which ଏପରିକି ମୁଠାଏ ଶସ୍ୟର ଅଳ୍ପ ଅଂଶକୁ ମଳିବା ଭଳି କ୍ଷୁଦ୍ର କାର୍ଯ୍ୟକୁ ମଧ୍ୟ ଫାରୂଶୀମାନେ ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ ବୋଲି ବିବେଚନା କରୁଥିଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାର୍ଯ୍ୟ କରିବା” (ଦେଖ: [[rc://*/ta/man/translate/figs-rquestion]] )