12 lines
1.1 KiB
Markdown
12 lines
1.1 KiB
Markdown
# People who are well ... those who are sick
|
|
|
|
ଯୀଶୁ ଏହି ପ୍ରବାଦ ବ୍ୟବହାର କରି ସେମାନଙ୍କୁ କହିବା ଆରମ୍ଭ କରନ୍ତି ଯେ ସେ ମନପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରନ୍ତି ଠିକ ଯେପରି ଜଣେ ବୈଦ୍ୟ ସୁସ୍ଥ ହେବା ନିମନ୍ତେ ଅସୁସ୍ଥ ଲୋକମାନଙ୍କୁ ଆହ୍ୱାନ କରିଥାନ୍ତି I (ଦେଖ: [[rc://*/ta/man/translate/writing-proverbs]] )
|
|
|
|
# a physician
|
|
|
|
ବୈଦ୍ୟ
|
|
|
|
# but those who are sick
|
|
|
|
ଯେଉଁ ଶବ୍ଦଗୁଡିକ ହଟାଇ ଦିଆଯାଇଛି ସେସବୁ ଯୋଗାଇ ଦେବାକୁ ତୁମେ ଆବଶ୍ୟକକରିପାର I ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ଅସୁସ୍ଥ ସେମାନେ ଜଣେ ବୈଦ୍ୟର ପ୍ରୟୋଜନ କରନ୍ତି” (ଦେଖ: [[rc://*/ta/man/translate/figs-ellipsis]] )
|