or_tn/luk/05/31.md

1.1 KiB

People who are well ... those who are sick

ଯୀଶୁ ଏହି ପ୍ରବାଦ ବ୍ୟବହାର କରି ସେମାନଙ୍କୁ କହିବା ଆରମ୍ଭ କରନ୍ତି ଯେ ସେ ମନପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରନ୍ତି ଠିକ ଯେପରି ଜଣେ ବୈଦ୍ୟ ସୁସ୍ଥ ହେବା ନିମନ୍ତେ ଅସୁସ୍ଥ ଲୋକମାନଙ୍କୁ ଆହ୍ୱାନ କରିଥାନ୍ତି I (ଦେଖ: rc://*/ta/man/translate/writing-proverbs )

a physician

ବୈଦ୍ୟ

but those who are sick

ଯେଉଁ ଶବ୍ଦଗୁଡିକ ହଟାଇ ଦିଆଯାଇଛି ସେସବୁ ଯୋଗାଇ ଦେବାକୁ ତୁମେ ଆବଶ୍ୟକକରିପାର I ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ଅସୁସ୍ଥ ସେମାନେ ଜଣେ ବୈଦ୍ୟର ପ୍ରୟୋଜନ କରନ୍ତି” (ଦେଖ: rc://*/ta/man/translate/figs-ellipsis )