or_tn/luk/05/24.md

12 lines
542 B
Markdown

# you may know
ଯୀଶୁ ଫାରୂଶୀ ଏବଂ ଶାସ୍ତ୍ରୀମାନଙ୍କୁ କଥା କହୁଥିଲେ I “ତୁମ୍ଭେମାନେ” ଶବ୍ଦ ବହୁବଚନରେ ରହିଛି I (ଦେଖ: [[rc://*/ta/man/translate/figs-you]] )
# the Son of Man
ଯୀଶୁ ନିଜ ବିଷୟରେ କହୁଛନ୍ତି I
# I tell you
ଯୀଶୁ ଏହା ପକ୍ଷାଘାତ ରୋଗୀକୁ କହୁଥିଲେ I “ତୁମେ” ଶବ୍ଦଟି ଏକବଚନ ଅଟେ I