or_tn/luk/05/24.md

542 B

you may know

ଯୀଶୁ ଫାରୂଶୀ ଏବଂ ଶାସ୍ତ୍ରୀମାନଙ୍କୁ କଥା କହୁଥିଲେ I “ତୁମ୍ଭେମାନେ” ଶବ୍ଦ ବହୁବଚନରେ ରହିଛି I (ଦେଖ: rc://*/ta/man/translate/figs-you )

the Son of Man

ଯୀଶୁ ନିଜ ବିଷୟରେ କହୁଛନ୍ତି I

I tell you

ଯୀଶୁ ଏହା ପକ୍ଷାଘାତ ରୋଗୀକୁ କହୁଥିଲେ I “ତୁମେ” ଶବ୍ଦଟି ଏକବଚନ ଅଟେ I