or_tn/luk/05/21.md

2.0 KiB

to question this

ଏହା ଆଲୋଚନା କର ବା “ଏ ସମ୍ପର୍କରେ ଯୁକ୍ତିତର୍କ କର I” ସେମାନେ ଯାହା ପ୍ରଶ୍ନ କଲେ ତାହା ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଆଲୋଚନା କର ଯେ ପାପସବୁ କ୍ଷମା କରିବା ନିମନ୍ତେ ଯୀଶୁଙ୍କର ଅଧିକାର ଅଛି ନା ନାହିଁ” (ଦେଖ: rc://*/ta/man/translate/figs-ellipsis )

Who is this who speaks blasphemies?

ଏହି ପ୍ରଶ୍ନ ଦର୍ଶାଏ ଯେ ଯୀଶୁ ଯାହା କହିଲେ ତାହା ପ୍ରତି କିପରି ସେମାନେ ଚମତ୍କୃତ ଓ କ୍ରୋଧାନ୍ୱିତ ହେଲେ I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରେ I ବିକଳ୍ପ ଅନୁବାଦ: “ଏହି ଲୋକ ଈଶ୍ୱରନିନ୍ଦା କରୁଛି !” କିମ୍ବା “ସେ ତାହା କହିବା ଦ୍ୱାରା ଈଶ୍ୱରନିନ୍ଦା କରୁଛି !” (ଦେଖ: rc://*/ta/man/translate/figs-rquestion )

Who can forgive sins but God alone?

ସୂଚିତ ତଥ୍ୟ ଏହି ଯେ ଯଦି କେହି ପାପକ୍ଷମା କରିବା ଦାବୀ କରେ, ତେବେ ସେ କୁହେ ଯେ ସେ ଈଶ୍ୱର ଅଟେ I ଏହାକୁ ଏକ ସ୍ପଷ୍ଟ ଉକ୍ତି ଭାବରେ ଲେଖା ଯାଇପାରେ I ବିକଳ୍ପ ଅନୁବାଦ: “କେବଳ ଈଶ୍ୱରଙ୍କ ବିନା କେହି ପାପ କ୍ଷମା କରି ପାରିବେ ନାହିଁ !” କିମ୍ବା “କେବଳ ଈଶ୍ୱର ହିଁ ପାପସବୁ କ୍ଷମା କରିପାରନ୍ତି !” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-explicit]] )