or_tn/luk/05/19.md

1.5 KiB

When they could not find a way to bring him in because of the crowd

କେତେକ ଭାଷାରେ ଏହା ପୂନଃ-ବିନ୍ୟାସ କରିବା ହୁଏତ ଅଧିକ ସ୍ୱାଭାବିକ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ଲୋକମାନଙ୍କ ଭିଡ ହେତୁ ସେହି ଲୋକକୁ ଭିତରକୁ ଆଣିବାକୁ ସେମାନେ ବାଟ ପାଇପାରିଲେ ନାହିଁ I ତେଣୁ”

because of the crowd

ଏହା ସ୍ପଷ୍ଟ ଯେ ସେମାନେ ଲୋକଟିକୁ ଭିତରକୁ ଆଣି ନ ପାରିବା କାରଣ ଏହି ଯେ ପ୍ରବଳ ଭିଡ ହେତୁ ସେମାନଙ୍କ ନିମନ୍ତେ କିଛି ଜାଗା ନ ଥିଲା I (ଦେଖ: rc://*/ta/man/translate/figs-ellipsis )

they went up to the housetop

ଗୃହଗୁଡିକର ଛାତସବୁ ସମତଳ ଥିଲା, ଏବଂ କିଛି ଗୃହମାନଙ୍କର ଶିଢ଼ୀ ବା ବାହାରେ ପାହାଚ ଥିଲା ଯେପରି ସହଜରେ ଉପରକୁ ଯାଇହେବ I ଏହା ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ସେମାନେ ଗୃହର ସମତଳ ଛାତ ଉପରକୁ ଗଲେ” (ଦେଖ: rc://*/ta/man/translate/figs-explicit )

in front of Jesus

ସିଧାସଳଖ ଯୀଶୁଙ୍କ ସମ୍ମୁଖରେ ବା “ତୁରନ୍ତ ଯୀଶୁଙ୍କ ସମ୍ମୁଖରେ”