# When they could not find a way to bring him in because of the crowd କେତେକ ଭାଷାରେ ଏହା ପୂନଃ-ବିନ୍ୟାସ କରିବା ହୁଏତ ଅଧିକ ସ୍ୱାଭାବିକ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ଲୋକମାନଙ୍କ ଭିଡ ହେତୁ ସେହି ଲୋକକୁ ଭିତରକୁ ଆଣିବାକୁ ସେମାନେ ବାଟ ପାଇପାରିଲେ ନାହିଁ I ତେଣୁ” # because of the crowd ଏହା ସ୍ପଷ୍ଟ ଯେ ସେମାନେ ଲୋକଟିକୁ ଭିତରକୁ ଆଣି ନ ପାରିବା କାରଣ ଏହି ଯେ ପ୍ରବଳ ଭିଡ ହେତୁ ସେମାନଙ୍କ ନିମନ୍ତେ କିଛି ଜାଗା ନ ଥିଲା I (ଦେଖ: [[rc://*/ta/man/translate/figs-ellipsis]] ) # they went up to the housetop ଗୃହଗୁଡିକର ଛାତସବୁ ସମତଳ ଥିଲା, ଏବଂ କିଛି ଗୃହମାନଙ୍କର ଶିଢ଼ୀ ବା ବାହାରେ ପାହାଚ ଥିଲା ଯେପରି ସହଜରେ ଉପରକୁ ଯାଇହେବ I ଏହା ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ସେମାନେ ଗୃହର ସମତଳ ଛାତ ଉପରକୁ ଗଲେ” (ଦେଖ: [[rc://*/ta/man/translate/figs-explicit]] ) # in front of Jesus ସିଧାସଳଖ ଯୀଶୁଙ୍କ ସମ୍ମୁଖରେ ବା “ତୁରନ୍ତ ଯୀଶୁଙ୍କ ସମ୍ମୁଖରେ”