or_tn/luk/05/14.md

1.4 KiB

to tell no one

ଏହାକୁ ଏକ ସିଧାସଳଖ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I “କାହାକୁ କୁହ ନାହିଁ” ସେଠାରେ ଅନ୍ତର୍ନିହିତ ତଥ୍ୟ ରହିଛି ଯାହାକୁ ସ୍ପଷ୍ଟ ଭାବରେ କହିହେବ (AT): “କାହାକୁ କୁହନାହିଁ ଯେ ତୁମେ ସୁସ୍ଥ ହୋଇଛ” (ଦେଖ: [[rc:///ta/man/translate/figs-quotations]] ଏବଂ [[rc:///ta/man/translate/figs-ellipsis]])

offer a sacrifice for your cleansing

ବ୍ୟବସ୍ଥାରେ ଆବଶ୍ୟକ ଥିଲା ଯେ ଜଣେ ବ୍ୟକ୍ତି ସୁସ୍ଥ ହେବା ପରେ ଏକ ନିର୍ଦ୍ଧିଷ୍ଟ ବଳୀ ଉତ୍ସର୍ଗ କରିବ I ଏହା ସେହି ବ୍ୟକ୍ତିକୁ ବିଧି ଅନୁସାରେ ଶୁଚି ହେବା ନିମନ୍ତେ, ଏବଂ ଧର୍ମନୈତିକ ରୀତିନୀତିଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ଅନୁମତି ଦେବ

for a testimony

ତୁମର ସୁସ୍ଥତାର ସାକ୍ଷ୍ୟ ଭାବରେ

to them

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯାଜକମାନଙ୍କ ନିକଟରେ” ବା 2) “ସମସ୍ତ ଲୋକମାନଙ୍କ ନିକଟରେ I”