or_tn/luk/05/14.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# to tell no one
ଏହାକୁ ଏକ ସିଧାସଳଖ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I “କାହାକୁ କୁହ ନାହିଁ” ସେଠାରେ ଅନ୍ତର୍ନିହିତ ତଥ୍ୟ ରହିଛି ଯାହାକୁ ସ୍ପଷ୍ଟ ଭାବରେ କହିହେବ (AT): “କାହାକୁ କୁହନାହିଁ ଯେ ତୁମେ ସୁସ୍ଥ ହୋଇଛ” (ଦେଖ: [[rc://*/ta/man/translate/figs-quotations]] ଏବଂ [[rc://*/ta/man/translate/figs-ellipsis]])
# offer a sacrifice for your cleansing
ବ୍ୟବସ୍ଥାରେ ଆବଶ୍ୟକ ଥିଲା ଯେ ଜଣେ ବ୍ୟକ୍ତି ସୁସ୍ଥ ହେବା ପରେ ଏକ ନିର୍ଦ୍ଧିଷ୍ଟ ବଳୀ ଉତ୍ସର୍ଗ କରିବ I ଏହା ସେହି ବ୍ୟକ୍ତିକୁ ବିଧି ଅନୁସାରେ ଶୁଚି ହେବା ନିମନ୍ତେ, ଏବଂ ଧର୍ମନୈତିକ ରୀତିନୀତିଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ଅନୁମତି ଦେବ
# for a testimony
ତୁମର ସୁସ୍ଥତାର ସାକ୍ଷ୍ୟ ଭାବରେ
# to them
ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯାଜକମାନଙ୍କ ନିକଟରେ” ବା 2) “ସମସ୍ତ ଲୋକମାନଙ୍କ ନିକଟରେ I”