or_tn/luk/05/12.md

2.5 KiB

Connecting Statement:

ନାମ ଉଲ୍ଲେଖ ହୋଇ ନ ଥିବା ଏକ ଭିନ୍ନ ନଗରରେ ଯୀଶୁ ଏକ କୁଷ୍ଠୀକୁ ସୁସ୍ଥ କଲେ I

It came about that

ଏହି ବାକ୍ୟାଂଶଟି କାହାଣୀରେ ଏକ ନୂତନ ଘଟଣାକୁ ଚିହ୍ନିତ କରେ I (ଦେଖ: rc://*/ta/man/translate/writing-newevent )

a man full of leprosy

ଜଣେ ଲୋକ ସର୍ବାଙ୍ଗ କୁଷ୍ଠରେ ଆକ୍ରାନ୍ତ ଥିଲା I ଏହା କାହାଣୀରେ ଥିବା ଏକ ନୂତନ ଚରିତ୍ର ପରିଚୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-participants )

he fell on his face

ଏହି ସ୍ଥାନରେ “ମୁହଁ ମାଡିପଡି” ପଦ ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ ଭୂମିଷ୍ଠ ହେବା I ବିକଳ୍ପ ଅନୁବାଦ: “ସେ ଆଣ୍ଠୋଇଲା ଏବଂ ଭୂମିକୁ ନିଜ ମୁହଁରେ ସ୍ପର୍ଶ କଲା” ବା “ସେ ଭୂଇଁରେ ନଇଁ ପଡିଲା” (ଦେଖ: rc://*/ta/man/translate/figs-idiom)

if you are willing

ଆପଣ ଯଦି ଇଚ୍ଛା କରନ୍ତି

you can make me clean

ଏହା ବୁଝାପଡେ ଯେ ତାକୁ ସୁସ୍ଥ କରିବା ନିମନ୍ତେ ସେ ଯୀଶୁଙ୍କୁ ନିବେଦନ କରୁଥିଲା I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନୁଗ୍ରହ କରି ମୋତେ ଶୁଚି କର କାରଣ ତୁମେ ସମର୍ଥ ଅଟ” (ଦେଖ: rc://*/ta/man/translate/figs-explicit )

make me clean

ଏହା ବିଧିଜନିତ ଶୁଚିକରଣକୁ ସୂଚାଏ, କିନ୍ତୁ ଏହା ବୁଝାପଡେ ଯେ ସେ କୁଷ୍ଠରୋଗ ହେତୁ ଅଶୁଚି ଅଟେ I ସେ ପ୍ରକୃତରେ ତାକୁ ତା’ର ରୋଗରୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ନିବେଦନ କରୁଛି I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋତେ କୁଷ୍ଠରୋଗରୁ ସୁସ୍ଥ କର, ତାହାହେଲେ ମୁଁ ଶୁଚି ହେବି” (ଦେଖ :rc://*/ta/man/translate/figs-explicit )