or_tn/luk/04/41.md

1.5 KiB

Demons also came out

ଏହା ସୂଚାଏ ଯେ ଯୀଶୁ ଭୂତାତ୍ମାବିଷ୍ଟ ଲୋକମାନଙ୍କ ମଧ୍ୟରୁ ଭୂତମାନଙ୍କୁ ଛାଡି ଯିବା ନିମନ୍ତେ ବାଧ୍ୟ କଲେ I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଯୀଶୁ ମଧ୍ୟ ଭୂତମାନଙ୍କୁ ବାହାରି ଯିବା ନିମନ୍ତେ ବାଧ୍ୟ କଲେ I (ଦେଖ: rc://*/ta/man/translate/figs-explicit )

crying out and saying

ଏସବୁ ସମାନ ବିଷୟର ଅର୍ଥ ଅଟେ, ଏବଂ ହୁଏତ ଭୟ ବା କ୍ରୋଧର ଚିତ୍କାରକୁ ସୂଚାଏ I କେତେକ ଅନୁବାଦ କେବଳ ଗୋଟିଏ ଭାବ ପ୍ରକାଶକ ଶବ୍ଦକୁ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଚିତ୍କାର କରିବା” ବା “ଉଚ୍ଚସ୍ୱର କରିବା” (ଦେଖ: rc://*/ta/man/translate/figs-doublet )

the Son of God

ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

He rebuked them

ଭୂତମାନଙ୍କୁ କଠୋର ଭାବରେ କହିଲେ

would not permit them

ସେମାନଙ୍କୁ ଅନୁମତି ଦେଲେ ନାହିଁ