# Demons also came out ଏହା ସୂଚାଏ ଯେ ଯୀଶୁ ଭୂତାତ୍ମାବିଷ୍ଟ ଲୋକମାନଙ୍କ ମଧ୍ୟରୁ ଭୂତମାନଙ୍କୁ ଛାଡି ଯିବା ନିମନ୍ତେ ବାଧ୍ୟ କଲେ I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଯୀଶୁ ମଧ୍ୟ ଭୂତମାନଙ୍କୁ ବାହାରି ଯିବା ନିମନ୍ତେ ବାଧ୍ୟ କଲେ I (ଦେଖ: [[rc://*/ta/man/translate/figs-explicit]] ) # crying out and saying ଏସବୁ ସମାନ ବିଷୟର ଅର୍ଥ ଅଟେ, ଏବଂ ହୁଏତ ଭୟ ବା କ୍ରୋଧର ଚିତ୍କାରକୁ ସୂଚାଏ I କେତେକ ଅନୁବାଦ କେବଳ ଗୋଟିଏ ଭାବ ପ୍ରକାଶକ ଶବ୍ଦକୁ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଚିତ୍କାର କରିବା” ବା “ଉଚ୍ଚସ୍ୱର କରିବା” (ଦେଖ: [[rc://*/ta/man/translate/figs-doublet]] ) # the Son of God ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # He rebuked them ଭୂତମାନଙ୍କୁ କଠୋର ଭାବରେ କହିଲେ # would not permit them ସେମାନଙ୍କୁ ଅନୁମତି ଦେଲେ ନାହିଁ