or_tn/luk/04/38.md

1.6 KiB

Connecting Statement:

ଯୀଶୁ ସେପର୍ଯ୍ୟନ୍ତ କଫର୍ନାହୂମରେ ଅଛନ୍ତି, କିନ୍ତୁ ସେ ବର୍ତ୍ତମାନ ଶିମୋନଙ୍କ ଗୃହରେ ଅଛନ୍ତି, ଯେଉଁଠାରେ ସେ ଶିମୋନଙ୍କ ଶାଶୁଙ୍କୁ ଏବଂ ଅନେକ ଲୋକମାନଙ୍କୁ ସୁସ୍ଥ କରନ୍ତି I

Then he left

ଏହା ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-newevent)

Simon's mother-in-law

ଶିମୋନଙ୍କ ପତ୍ନୀଙ୍କ ମାତା

was suffering with

ଏହା ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ “ଭୟଙ୍କର ଜ୍ୱର ହୋଇଥିଲା” (ଦେଖ:rc://*/ta/man/translate/figs-idiom)

a high fever

ଶରୀରର ଚର୍ମ ଅତି ଉତ୍ତପ୍ତ

pleaded with him on her behalf

ଏହାର ଅର୍ଥ ସେମାନେ ତାଙ୍କୁ ଜ୍ୱରରୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କଲେ I ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ଅନୁରୋଧ କଲେ ଯେପରି ସେ ତାଙ୍କୁ ଜ୍ୱରରୁ ସୁସ୍ଥ କରିବେ” ବା “ଯୀଶୁଙ୍କୁ ଅନୁରୋଧ କଲେ ଯେପରି ସେ ତାଙ୍କ ରୋଗ ସୁସ୍ଥ କରିବେ” (ଦେଖ: rc://*/ta/man/translate/figs-explicit)